Videos
|
Odisha

Sarthak Missing Case / ସମୁଦ୍ର ମଝିରୁ ସାର୍ଥକ କୁଆଡ଼େ ହଜିଗଲେ ଏବେ ସାମ୍ନାକୁ ଆସୁଛି ସତ

Rashmita Mishra
Browse all articles by Rashmita Mishra
·5 months ago·2 min read
ସମୁଦ୍ର ମଝିରୁ ସାର୍ଥକ କୁଆଡ଼େ ହଜିଗଲେ ଏବେ ସାମ୍ନାକୁ ଆସୁଛି ସତ
Sarthak Missing

Key Points

ଜଣାପଡ଼ିଲା ସତ ସମୁଦ୍ରରେ ସାର୍ଥକଙ୍କ ସହ କ'ଣ ହୋଇଥିଲା । 
ସମୁଦ୍ର ମଝିରୁ ସାର୍ଥକ କୁଆଡ଼େ ହଜିଗଲେ ଏବେ ସାମ୍ନାକୁ ଆସୁଛି ସତ । 

ସମୁଦ୍ର ମଝିରେ ସାର୍ଥକଙ୍କ ସହ କ'ଣ ହୋଇଥିଲା ଜଣାପଡ଼ିଯାଇଛି । ସମୁଦ୍ର ମଝିରେ ସାର୍ଥକଙ୍କ ସହ କ'ଣ ହୋଇଥିଲା ଜଣାପଡ଼ିଯାଇଛି । ସମୁଦ୍ର ମଝିରୁ ସାର୍ଥକ କୁଆଡ଼େ ହଜିଗଲେ ଏବେ ସାମ୍ନାକୁ ଆସୁଛି ସତ । ମା' ମାମୁଁଙ୍କ କଥାରୁ ଜଣାପଡ଼ି ଯାଉଛି ସାର୍ଥକଙ୍କ ସହ କ'ଣ ହୋଇଛି ।

ସବୁ କିଛ ଜଣା ପଡ଼ି ଯାଇଛି । ସାର୍ଥକଙ୍କ ସହ କ'ଣ ହୋଇଛି । କାହିଁକି ତାଙ୍କର ପତା ମିଳୁ ନାହିଁ । ଏହା ପଛରେ କାହାର ହାତ ରହିଛି । କ'ଣ ପାଇଁ ସାର୍ଥକଙ୍କୁ ଲୁଚାଇ ରଖା ଯାଇଛି । ସାର୍ଥକ ଜୀବିତ ନା ମୃତ । ଏବେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ । ସମୁଦ୍ର ମଝିରୁ କୁଆଡ଼େ ଉଭେଇ ଗଲେ ଓଡ଼ିଆ ପୁଅ ସାର୍ଥକ । ତାଙ୍କ ସହ କ'ଣ ହୋଇଥିଲା । କ'ଣ ପାଇଁ ତାଙ୍କର ଏବେ ପତା ମିଳୁ ନାହିଁ । ଏହି ସବୁ ପ୍ରଶ୍ନର ଉତ୍ତର ଏବେ ଧିରେ ଧିରେ ସାମ୍ନାକୁ ଆସିବାକୁ ଲାଗିଲାଣି । କମ୍ପାନୀର ସବୁ ଠାରୁ ବଡ଼ ଭୂମିକା ଏଥିରେ ରହିଛି । ଯାହାକି ତାଙ୍କ ମା' ଏବଂ ମାମୁଁ ସିପ୍‌ରୁ ଆସିଲା ପରେ ଜଣା ପଡ଼ିଛି ।

ସିଙ୍ଗାପୁରରେ ହଜିଗଲେ ସାର୍ଥକ । କାନ୍ଦୁଛି ପୁରା ପରିବାର... ରାଜା ପୁଅ ସମୁଦ୍ର ମଝିରୁ କୁଆଡ଼େ ଉଭାନ ହୋଇଗଲେ । ସବୁ ଠାରୁ ବଡ଼ କଥା ହେଉଛି ତାଙ୍କ ସହ ମଝି ସମୁଦ୍ରରେ କିଛି ଏମିତି ହୋଇଥାଇ ପାରେ । ଯାହାକି ସାର୍ଥକଙ୍କ ମା' ଏବଂ ମାମୁଁଙ୍କ କଥାରୁ ଜଣାପଡ଼ି ଯାଉଛି । ସାର୍ଥକଙ୍କ ସହ ବହୁତ କିଛି ଖରାପ ହୋଇଛି । ସାର୍ଥକ ଜାହାଜ ଭିତରେ ଅନୈତିକ କାରବାରର ଦେଖିଥାଇ ପାରନ୍ତି ! ଏମିତି କିଛି ଯାହା ସିପ୍‌ କମ୍ପାନୀ ପାଇଁ ବହୁତ ବିପଦ ପାଲଟି ଥାନ୍ତା ! ଯାହା ପରେ ତାଙ୍କୁ ବନ୍ଦି କରି ରଖିଥାଇ ପାରନ୍ତି କିମ୍ବା ସାର୍ଥକଙ୍କୁ ରାସ୍ତାରୁ ହଟାଇବା ପାଇଁ ସିପରେ ତାଙ୍କ ସହ କିଛି କରାଯାଇଛି ! କାରଣ ଜାହାଜରେ ଫିଜିକାଲ ସର୍ଚ୍ଚ କରିବାରେ ସହଯୋଗ କରିନାହିଁ ଜାହାଜ କମ୍ପାନୀ ।

ଅଧିକ ପଢ଼ନ୍ତୁ: ଜାହାଜରେ ଫିଜିକାଲ୍ ସର୍ଚ୍ଚ ପାଇଁ ପରିବାର ଲୋକଙ୍କୁ ସହଯୋଗ କଲାନି ଜାହାଜ କମ୍ପାନୀ

କେବଳ ସାର୍ଥକଙ୍କ ଚ୍ୟାମ୍ବର ଓ ରୁମ୍ ଛଡ଼ା ସେମାନଙ୍କୁ ଜାହାଜର ଅନ୍ୟ କୌଣସି ସ୍ଥାନକୁ ଛଡ଼ା ଗଲାନାହିଁ, କିମ୍ବା କୌଣସି କର୍ମଚାରୀଙ୍କ ସହ କଥା ହେବାକୁ ଦିଆଗଲାନାହିଁ ଅନୁମତି । ଏତିକି ନୁହେଁ କମ୍ପାନୀ କର୍ମଚାରୀ ଜାହାଜରେ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ସାର୍ଥକଙ୍କ ମାମୁଁ । ଯେଉଁଥିରୁ ଜଣା ପଡ଼ି ଯାଉଛି କିଛି ଲୁଚାଇବାକୁ ଚେଷ୍ଟା କରୁଛି ଜାହାଜ କମ୍ପାନୀ ।

ଯଦି ଦେଖିବା ସିଙ୍ଗାପୁର ବନ୍ଦରରେ ଥିବା ସମ୍ପୃକ୍ତ ଜାହାଜକୁ ଯାଇଥିଲେ ସାର୍ଥକଙ୍କ ମା ଓ ମାମୁଁ । ସାଙ୍ଗରେ ଥିଲେ DG ସିପିଂର ଦୁଇ ଜଣ ବରିଷ୍ଠ ଅଧିକାରୀ । ପ୍ରାୟ ୪୫ ମିନିଟ ଧରି ଜାହାଜରେ ସେମାନେ ଖୋଜାଖୋଜି କରିଥିଲେ। ହେଲେ ସାର୍ଥକଙ୍କର କୌଣସି ପତା ମିଳି ନଥିଲା । ଯାହାପରେ କାନ୍ଦି କାନ୍ଦି ଓଡ଼ିଶା ଫେରିଛନ୍ତି ମା ଏବଂ ମାମୁଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: