ସୁନ୍ଦରଗଡରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ୩.୪ ତିବ୍ରତା
·1 year ago

ଅର୍ଗସ ବ୍ୟୁରୋ: ସୁନ୍ଦରଗଡରେ ମୃଦୁ ଭୂମିକମ୍ପ ହୋଇଥିବା ଜଣାପଡିଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ତିବ୍ରତା ଥିଲା । ଆଜି ଦିନ ୨ଟା ୫୪ରେ ଭୁମିକମ୍ପ ଅନୁଭୂତ ହୋଇଛି। ଏଥିରେ ଅଧିକ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ତେବେ ସୁନ୍ଦରଗଡରେ ଭୂମିକମ୍ପ ହୋଇଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: