Videos
|
Odisha

ଜାତୀୟ ହସ୍ତତନ୍ତ ଦିବସରେ ଯୋଗ ଦେଲେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

Ritu Das
Browse all articles by Ritu Das
·2 years ago
ଜାତୀୟ ହସ୍ତତନ୍ତ ଦିବସରେ ଯୋଗ ଦେଲେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଠାରେ ଥିବା କନକ ରେସିଡେନ୍ସିରେ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଏହି ଦିବସକୁ ଯଶିପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। 

ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ଯେଉଁ ମାନେ କୌଳିକ ବୃତ୍ତି ଠାରୁ ଦୂରେଇ ଯାଇଛନ୍ତି ତାଙ୍କୁ କେମିତି ସେହି ବୃତ୍ତିରେ ନିୟୋଜିତ କରି ବ୍ୟବସାୟିକ ଢଙ୍ଗରେ ଅର୍ଥ ଉପାର୍ଜନ କରିପାରିବେ ସେ ନେଇ ବିଭିନ୍ନ ଯୋଜନା ପ୍ରଣୟନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଆଲୋକପାତ କରିଥିଲେ। ତେବେ ଆଗାମୀ ଦିନରେ ଏହି ହସ୍ତତନ୍ତକୁ ପାଥେୟ କରି ନିଜକୁ ରୋଜଗାରକ୍ଷମ କରି ପାରିବେ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Minister of Forest | Argus News