Minister Targets BJD / ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ , କହିଲେ- ୮ ବର୍ଷ ଧରି କାହିଁକି ବନ୍ଦ ରଖିଥିଲ ଛାତ୍ର ସଂସଦ ନିର୍ବାଚନ?
·1 hour ago·2 min read

Key Points
ଛାତ୍ର ସଂସଦ ନିର୍ବାଚନ ନେଇ ବିଜେଡିକୁ ଟାର୍ଗେଟ
ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ
୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଥିଲା ବିଜେଡି ସରକାର
ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ପାଇଁ ଶୃଙ୍ଖଳିତ ଭାବେ ନିର୍ବାଚନ ଶେଷ ହୋଇଛି

ଭୁବନେଶ୍ବର,୧୯/୧୦: ଗତ ଦିନରେ କଲେଜ ନିର୍ବାଚନ ହେଲା ୮ ବର୍ଷ ଧରି ଛାତ୍ର ନିର୍ବାଚନକୁ ବିଜେଡି ବନ୍ଦ କରିଥିଲା, ମୁଖ୍ୟମନ୍ତ୍ରୀ ଙ୍କ ଆଗ୍ରହ ପାଇଁ ଶୃଙ୍ଖଳିତ ଭାବେ ନିର୍ବାଚନ ସରିଲା। ଛାତ୍ର ସଂସଦ ନିର୍ବାଚନ ନେଇ ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଟକ ଷ୍ଟାଡିୟମରେ ହଜାର ହଜାର ଯୁବ ପିଢ଼ି ଯୋଗଦେଇଥିଲେ । ଯୁବ ପିଢ଼ିକୁ ଆଗକୁ ନେବା, ତାଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ହିଁ ସରକାରଙ୍କ ଦାୟିତ୍ୱ ।
ଯୁବ ବର୍ଗ ଚାହିଁଲେ ବିକଶିତ ଭାରତ ହୋଇପାରିବ । ଯୁବକମାନେ ବିକାଶ ସହିତ ଅଛନ୍ତି । ଆମର ଯୁବକ ସଚେତନ, Gen-Z ଡବଲ ଇଂଜିନ ସରକାର ସହିତ ଅଛନ୍ତି । 8 ବର୍ଷ ଧରି କାହିଁକି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ଶିକ୍ଷିତ ଯୁବକ ଯୁବତୀ ରାଜନୀତିକୁ ଆସିଲେ ଦେଶର ଉନ୍ନତି ହେବ । ଅଧିକାଂଶ କଲେଜରେ AVBPର ସଂଗଠନ ହିଁ ବିଜୟ ଲାଭ କରିଛନ୍ତି । ତେଣୁ ବିଜେପି ସହିତ ଜେନ୍ ଜି ଅଛନ୍ତି ।
ପଢନ୍ତୁ ଏହି ଖବର: ପୂର୍ବ ସରକାର ନିର୍ବାଚନକୁ ଭୟ କରି ଦୀର୍ଘ ବର୍ଷ ବନ୍ଦ କରିଥିଲେ, ଆଇନମନ୍ତ୍ରୀଙ୍କ ବୟାନ
ଏହା ପୁର୍ବରୁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଜେନ ଜି ଆମ ସହିତ ଅଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ତାହା ପ୍ରମାଣିତ ହୋଇଛି ବୋଲି କହିଥିଲେ। ସେ କହିଥିଲେ ଯେ ଦୀର୍ଘ ସମୟ ଧରି ଅନେକ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଉନଥିଲା। ପୂର୍ବ ସରକାର ନିର୍ବାଚନକୁ ଭୟ କରି ଦୀର୍ଘ ବର୍ଷ ବନ୍ଦ କରିଥିଲେ। ନିର୍ବାଚନ ହେଲା ଓ ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ଭାଗ ନେଲେ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories