Delayed Elections / ପୂର୍ବ ସରକାର ନିର୍ବାଚନକୁ ଭୟ କରି ଦୀର୍ଘ ବର୍ଷ ବନ୍ଦ କରିଥିଲେ, ଆଇନମନ୍ତ୍ରୀଙ୍କ ବୟାନ
·1 hour ago·1 min read

Key Points
ଜେନ ଜି ଆମ ସହିତ ଅଛନ୍ତି
ଛାତ୍ର ସଂସଦ ନିର୍ବାଚନରେ ତାହା ପ୍ରମାଣିତ ହୋଇଛି
ପୂର୍ବ ସରକାର ନିର୍ବାଚନକୁ ଭୟ କରି ଦୀର୍ଘ ବର୍ଷ ବନ୍ଦ କରିଥିଲେ
ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ବୟାନ

ଭୁବନେଶ୍ବର,୧୬/୧୦: ଜେନ ଜି ଆମ ସହିତ ଅଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ତାହା ପ୍ରମାଣିତ ହୋଇଛି। ଦୀର୍ଘ ସମୟ ଧରି ଅନେକ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଉନଥିଲା। ପୂର୍ବ ସରକାର ନିର୍ବାଚନକୁ ଭୟ କରି ଦୀର୍ଘ ବର୍ଷ ବନ୍ଦ କରିଥିଲେ। ନିର୍ବାଚନ ହେଲା ଓ ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ଭାଗ ନେଲେ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ରାଜ୍ୟର କିଛି ସ୍ଥାନରେ ନିର୍ବାଚନକୁ ବିଶୃଙ୍ଖଳିତ କରିବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ, ଅଧିକାଂଶ କଲେଜରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ରାଜ୍ୟର ପ୍ରାୟ ୭୦ ପ୍ରତିଶତରୁ ଅଧିକ କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଜୟୀ ହେଇଛି। କଲେଜ ନିର୍ବାଚନରେ ଛୋଟମୋଟ ଗଣ୍ଡଗୋଳ ଘଟଣା ନୂଆ ନୁହେଁ। ଅତୀତରେ ମଧ୍ୟ ଏଭଳି ଘଟଣା ଘଟିଛି। ଆମ ଛାତ୍ର ରାଜନୀତି ସମୟରେ ଆକ୍ରମଣ, ବୋମାମାଡ଼ ଓ ଗୁଳି ଚାଳନା ଭଳି ଗୁରୁତର ଘଟଣା ଘଟୁଥିଲା। କିନ୍ତୁ ଏଥର ସେଭଳି ପରିସ୍ଥିତି ଦେଖିବାକୁ ମିଳିନାହିଁ।
ପଢନ୍ତୁ ଏହି ଖବର: ଭୋଟ ଚୋରି ଅଭିଯୋଗ ନେଇ କଂଗ୍ରେସକୁ କଟାକ୍ଷ କଲେ ରାଜନାଥ ସିଂ
ସବୁଠାରୁ ବଡ଼ କଥା ହେଉଛି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ କଲେଜରେ ୭୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ମତଦାନ ହୋଇଥିବା ତଥ୍ୟ ଦର୍ଶାଉଛି ଯେ, ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେବା ପାଇଁ ମାନସିକ ଓ ଶାରୀରିକ ଭାବରେ ପ୍ରସ୍ତୁତ ଅଛନ୍ତି l ଜେନ ଜି ଆମ ସହିତ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories