Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଙ୍ଗଲରେ ଝୁଲୁଛି ନାବାଳକର ମୃତଦେହ, ହତ୍ୟା ସନ୍ଦେହ

Smruti Parija
Browse all articles by Smruti Parija
·2 years ago
ଜଙ୍ଗଲରେ ଝୁଲୁଛି ନାବାଳକର ମୃତଦେହ, ହତ୍ୟା ସନ୍ଦେହ

ପୁରୀ:  ନାବାଳକୁ ହତ୍ୟା ! ବ୍ରହ୍ମଗିରି ଥାନା ଅଞ୍ଚଳରେ ଖଣ୍ଡୁଆଳ ଜଙ୍ଗଲରେ ଝୁଲୁଛି ସଞ୍ଜୟ କୁମାର ବେହେରାଙ୍କ ମୃତଦେହ ।  ୧୪ ବର୍ଷର ସଞ୍ଜୟକୁ କେହି ହତ୍ୟା କରି ଗଛରେ ଡାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ ସଞ୍ଜୟର ଘର ହେଉଛି ଖଣ୍ଡୁଆଳ ଗ୍ରାମରେ । ସେ ଏବେ ଦଶମ ଶ୍ରେଣୀର ଛାତ୍ର ଥିବାବେଳେ ତାଙ୍କର ଏପରି ମୃତ୍ୟୁକୁ ଉଠିଛି ନା ନା ପ୍ରଶ୍ନ ।  ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
minor-boy-killed-in-puri | Argus News