Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାବାଳିକା ଗଣଦୁଷ୍କର୍ମ ମାମଲା, ଗିରଫ ସଂଖ୍ୟା ୬ରେ ପହଁଞ୍ଚିଲା

Banajyotshna Ray
Browse all articles by Banajyotshna Ray
·2 years ago
ନାବାଳିକା ଗଣଦୁଷ୍କର୍ମ ମାମଲା,  ଗିରଫ ସଂଖ୍ୟା ୬ରେ ପହଁଞ୍ଚିଲା

ଅର୍ଗସ ବ୍ୟୁରୋ:  ବ୍ରହ୍ମପୁର ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ମାମଲା । ଗିରଫ ସଂଖ୍ୟା ୬ରେ ପହଁଚିଲା । ଗିରଫ ହୋଇଥିବା ଯୁବକ ଜଣଙ୍କ ପୁରୁଷୋତ୍ତମପୁର ଥାନା ଭୂତର ସିଂ ଗାଁର ଓଁକାର ନାୟକ । ଗତକାଲି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ଏହି ଘଟଣାରେ ୫ ଜଣ ଗିରଫ ହୋଇଥିଲେ । ବଡ଼କଥା ହେଉଛି ବିଜେପି ଅଭିଯୋଗ କରୁଥିବା ବିକ୍ରମ ଜେନାଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରିନାହିଁ ପୋଲିସ । ବିକ୍ରମ ଜେନାଙ୍କ ଡାକ୍ତରୀ ମଇନାର ଦସ୍ତାବିଜ ଅର୍ଗସ ହାତରେ ଲାଗିଥିଲା । ବିଜେପି ମହିଳା ମୋର୍ଚ୍ଚା ଏସ୍‌ପିଙ୍କ ନିକଟରେ ଫେରାଦ ମଧ୍ୟ ହୋଇଥିଲେ । ହେଲେ ଏ ପର୍ଯ୍ୟନ୍ତ ବିକ୍ରମଙ୍କୁ  ଗିରଫ କରାଯାଇ ନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minor student rape case, number of arrests reached 6 | Argus News