Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କର୍ଣ୍ଣାଟକରୁ ଠାବ ହେଲେ ନିଖୋଜ ଡାକ୍ତର ଅମ୍ଳାନ

Manini Pattanayak
Browse all articles by Manini Pattanayak
·2 years ago
କର୍ଣ୍ଣାଟକରୁ ଠାବ ହେଲେ ନିଖୋଜ ଡାକ୍ତର ଅମ୍ଳାନ

ଭୁବନେଶ୍ୱର: ନିଖୋଜ ଡାକ୍ତର ଅମ୍ଳାନଙ୍କ ମିଳିଲା ପତ୍ତା।  କାଲିମେଳାରୁ ନିଖୋଜ ଡାକ୍ତର ଅମ୍ଳାନଙ୍କ ପତ୍ତା ମିଳିଲା କର୍ଣ୍ଣାଟକରେ ।  କର୍ଣାଟକ ମହୀଶୂର ଥାନା ପୋଲିସ୍ ଡାକ୍ତର ଅମ୍ଳାନଙ୍କୁ ଠାବ କରିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।

ସୂଚନା ପାଇବା ପରେ  ଡାକ୍ତର ଙ୍କୁ ମାଲକାନଗିରି ଆଣିବା ପାଇଁ କର୍ଣାଟକ ଯାଇଛି ମାଲକାନଗିରି ପୋଲିସ୍ । ଜଣେ ସବଇନ୍ସପେକ୍ଟର ଙ୍କ ସମେତ 5 ଜଣିଆ ଟିମ୍ ଯାଇଛନ୍ତି କର୍ଣାଟକର ମହୀଶୂର । ଗତ ଶନିବାର ବିଳମ୍ବିତ ରାତ୍ରରୁ ନିଖୋଜ ଥିଲେ ଡାକ୍ତର ଅମ୍ଳାନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Missing doctor amlan found in karnataka | Argus News