Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଲାରନାଥଙ୍କ ମନ୍ଦିର ବେଢା ସଫା କଲେ ବିଧାୟକ ଲଳିତେନ୍ଦୁ ମହାପାତ୍ର

Banajyotshna Ray
Browse all articles by Banajyotshna Ray
·2 years ago
ଅଲାରନାଥଙ୍କ ମନ୍ଦିର ବେଢା ସଫା କଲେ ବିଧାୟକ ଲଳିତେନ୍ଦୁ ମହାପାତ୍ର

ଅର୍ଗସ ବ୍ୟୁରୋ: ମନ୍ଦିର ସଫା କଲେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ବ୍ରହ୍ମଗିରିର ଆରାଧ୍ୟ ଠାକୁର ପ୍ରଭୁ ଅଲାରନାଥଙ୍କ ମନ୍ଦିର ବେଢା ସଫା କରିଛନ୍ତି । ପ୍ରତି ଗାଁରେ ରହିଥିବା ଦେବାଦେବୀ ମନ୍ଦିର ସଫା ସୁତର କରିବାକୁ ଜନସାଧାରଣଙ୍କୁ ନିବେଦନ ମଧ୍ୟ କରିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । କାଲିର ଦିନକୁ ସ୍ମରଣୀୟ କରିବାକୁ ଉତ୍ସାହର ସହ ସମସ୍ତେ ଦୀପ ଏବଂ ବାଣ ଫୁଟାଇ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରିବାକୁ ନିବେଦନ କରିଛନ୍ତି ବିଧାୟକ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MLA Lalitendu Mohapatra cleaned the temple of Alarnath ​ | Argus News