Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାଲେପୁର ଅଭିମୁଖେ ଯିବାବେଳେ ମୋ ବସରେ ଲାଗିଲା ନିଆଁ

Smruti Parija
Browse all articles by Smruti Parija
·2 years ago
ସାଲେପୁର ଅଭିମୁଖେ ଯିବାବେଳେ ମୋ ବସରେ ଲାଗିଲା ନିଆଁ

କଟକ: ମୋ ବସରେ ହଠାତ୍ ଲାଗିଲା ନିଆଁ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଲେ ୩୫ ଜଣ ଯାତ୍ରୀ । ମୋ ବସ ବାରବାଟୀ ଷ୍ଟାଡିୟମରୁ ବାହାରି ସାଲେପୁର ଅଭିମୁଖେ ଯାଉଥିବାବେଳେ ଜଗତପୁର ଗୋଳେଇ ଛକରେ ବସର ଇଞ୍ଜିନ ପାଖରେ ହଠାତ ନିଆଁ ଲାଗିଥିଲା । ଯାହାଫଳରେ କୌଣସି ସୁଇଚି କାମ ନ କରିବାରୁ ମାନୁଆଲରେ ଡ୍ରାଇଭର ଗେଟ୍ ଖୋଲି ପାସେଞ୍ଜରକୁ ଓହ୍ଲାଇ ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mo-bus-catch-fire-in-salepur | Argus News