Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଚଢିଗଲା ମୋ ବସ: ମହିଳା ମୃତ

Odisha

ଚଢିଗଲା ମୋ ବସ: ମହିଳା ମୃତ

Ritu Das
Browse all articles by Ritu Das
·1 year ago
ଚଢିଗଲା ମୋ ବସ: ମହିଳା ମୃତ

ଅର୍ଗସ ବ୍ୟୁରୋ: କଟକ ନେତାଜୀ ବସ୍ ଟର୍ମିନାଲ ଭିତରେ ମହିଳାଙ୍କ ଉପରେ ଚଢିଗଲା ମୋ ବସ। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି।  

ମୃତ ମହିଳା ଜଣକ ହେଲେ କଟକ ଓ ଏମ୍ ପି ଅଞ୍ଚଳର ୬୦ ବର୍ଷୀୟା ସରସ୍ଵତୀ ଗୋଚ୍ଛାୟତ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Mo bus collision: | Argus News