Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ କରିଛନ୍ତି ଆନ୍ଦୋଳନ

Odisha

ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ କରିଛନ୍ତି ଆନ୍ଦୋଳନ

Banajyotshna Ray
Browse all articles by Banajyotshna Ray
·1 year ago
ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ କରିଛନ୍ତି ଆନ୍ଦୋଳନ

ଅର୍ଗସ ବ୍ୟୁରୋ:  ସମ୍ବଲପୁର ସହରରେ ମୋ ବସ୍ ଚଳାଚଳ ଠପ୍  ।  ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ ଆଜି ବସ ଚଳାଚଳ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଅଇଁଠାପାଲି ବସ ଟର୍ମିନାଲରେ ମୋ ବସରେ କାର୍ଯ୍ୟରତ ଟିକେଟ୍ କଲେକ୍ଟର ବା ଗାଇଡ୍ କର୍ମଚାରୀ ମାନେ  ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟ ବନ୍ଦ କରିଛନ୍ତି ।  ବିଭିନ୍ନ ସମୟରେ ଅକାରଣେ ଫାଇନ ଆଦାୟକୁ ବିରୋଧ କରିବା ସହ ମୋ ବସ୍ ପରିଚାଳନା ଦାୟିତ୍ଵରେ ଥିବା ଡିଏମ୍‌ଙ୍କ ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରିଛନ୍ତି । ତେବେ ସମସ୍ୟା ସମାଧାନ ନହେବା ଯାଏ ମୋ ବସ‌୍ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ନାହି ବୋଲି କହିଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Mo bus workers have protested over various issues | Argus News