Videos
|
Odisha

ବଲାଙ୍ଗୀର ଜିଲ୍ଲା କାରାଗାରରେ ମିଳିଲା ମୋବାଇଲ

Ritu Das
Browse all articles by Ritu Das
·1 year ago
ବଲାଙ୍ଗୀର ଜିଲ୍ଲା କାରାଗାରରେ ମିଳିଲା ମୋବାଇଲ

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା କାରାଗାରରେ ମିଳିଲା ମୋବାଇଲ। ପୋଲିସର ଚଢ଼ାଉ ବେଳେ ସେଲ ଭିତରୁ ମିଳିଥିଲା ମୋବାଇଲ I ସୁଶାନ୍ତ ଧଳସାମନ୍ତ ସେଲରୁ ମୋବାଇଲ ମିଳିଥିବା ନେଇ ଚର୍ଚ୍ଚା। ଖାଲି ସେଲରୁ ମୋବାଇଲ ଜବତ କଲା ବଲାଙ୍ଗୀର ପୋଲିସ। 

ବଲାଙ୍ଗୀର ଏସ୍‌ପି ରିଷିକେଶ ଖିଲାରୀଙ୍କ ନେତୃତ୍ଵରେ ଦୁଇଦିନ ତଳେ ଜେଲରେ ଚଢ଼ାଉ କରି ତମ୍ବାଖୁ, ଗଞ୍ଜେଇ, ଚିଲମ, 2ଟି ଗ୍ୟାସ୍ ଲାଇଟର, ଟ୍ରିମର ପୋଲିସ ଜବତ କରିଥିଲା । ତେବେ ମୋବାଇଲରେ ଜେଲ ଭିତରୁ କ୍ରିମିନାଲ ମାନେ ନିଜ କ୍ରାଇମ୍ ନେଟୱାର୍କ ଅପରେଟିଂ କରୁଥିବ ଜଣା ପଡିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mobile found | Argus News