Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେଶର ବିକାଶ ଗତିକୁ ବଢାଇବା ପାଇଁ ମୋଦି ସରକାର ଆବଶ୍ୟକ : ଧର୍ମେନ୍ଦ୍ର ପ୍ରଧାନ  

Manini Pattanayak
Browse all articles by Manini Pattanayak
·2 years ago
ଦେଶର ବିକାଶ ଗତିକୁ ବଢାଇବା ପାଇଁ ମୋଦି ସରକାର ଆବଶ୍ୟକ : ଧର୍ମେନ୍ଦ୍ର ପ୍ରଧାନ  

 ଅନୁଗୁଳ: ଅନୁଗୁଳ ପିଏମ୍ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ସ୍କୁଲ୍ ବୁଲି ଦେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପିଲାଙ୍କ ବିଜ୍ଞାନ ମେଳାରେ ବିଭିନ୍ନ ପ୍ରୋଜେକ୍ଟ ଦେଖିବା ସହ ଛାତ୍ରଛାତ୍ରୀଙ୍କୁ କଲେ ଉତ୍ସାହିତ। ନୂତନ ସ୍ପୋର୍ଟସ କମ୍ପେଲକ୍ସର ମଧ୍ୟ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ  ମୋଦି ହିଁ ବିକାଶର ସାରଥି, `ଦେଶର ବିକାଶ ଗତିକୁ ବଢାଇବା ପାଇଁ ମୋଦି ସରକାର ଆବଶ୍ୟକ। ଓଡ଼ିଶାରେ ମୋଦିଙ୍କ ବିଶ୍ବାସନୀୟତା ଓ ଲୋକପ୍ରିୟତା 80% ରହିଛି।  ଓଡ଼ିଶାରେ ମୋଦି ତତ୍ତ୍ବ, ମୋଦି ପ୍ରଣାଳୀ, ମୋଦି ପଦ୍ଧତି ଲୋକପ୍ରିୟ ମଧ୍ୟ।  ଏଥର ନିଶ୍ଚିତ ଦେଶ 50 ପ୍ରତିଶତ ଭୋଟ ମୋଦିଜୀଙ୍କୁ ଦେବ।  ଘମଣ୍ଡିଆ ଭ୍ରଷ୍ଟାଚାରୀ ମେଣ୍ଟକୁ ଲୋକେ ଉଚିତ ଜବାବ୍ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi government is needed to increase the development speed of the country: Dharmendra Pradhan | Argus News