Videos
|
Odisha

ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗିବାକୁ ଆକ୍ସନ ମୋଡରେ ମୋହନ ସରକାର

Banajyotshna Ray
Browse all articles by Banajyotshna Ray
·2 years ago
ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗିବାକୁ ଆକ୍ସନ ମୋଡରେ ମୋହନ ସରକାର

ଅର୍ଗସ ବ୍ୟୁରୋ:  ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗିବାକୁ ଆକ୍ସନ ମୋଡରେ ମୋହନ ସରକାର। ଚିକିଟି ମଦ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ। ସୁରଳ ଷ୍ଟେସନରୁ ପୂର୍ଣ୍ଣଚନ୍ଦ୍ର ସାହୁକୁ ଗିରଫ କଲା କେ.ନୂଆଗାଁ ପୋଲିସ। ଦେଶି ମଦ କାରବାରରେ ସମ୍ପୃକ୍ତ ଥିଲା ଗିରଫ ମାଉନ୍ଦପୁରର ପୂର୍ଣ୍ଣଚନ୍ଦ୍ର ସାହୁ। ଟ୍ରେନରେ ବେଙ୍ଗାଲୁରୁ ଯିବା ବେଳେ ମୋବାଇଲ ଟ୍ରାକ କରି ଧରିଲା ପୋଲିସ। ଗଞ୍ଜାମ ମଦ ମୃତ୍ୟୁ ମାମଲାରେ ଏବେ ସୁଦ୍ଧା ୧୦ଜଣଙ୍କୁ ଗିରଫ କଲାଣି ପୋଲିସ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: