ସୁଧୁରି ଯିବାକୁ ଅପରାଧୀଙ୍କୁ ଚେତାବନୀ ଦେଲେ ମୋହନ ମାଝୀ
·1 year ago

ଅର୍ଗସ ବ୍ୟୁରୋ : ବିଧାନସଭାରୁ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ । ସୁଧୁରି ଯିବାକୁ ଅପରାଧୀଙ୍କୁ ଚେତାବନୀ ଦେଲେ ମୋହନ ମାଝୀ। ନଚେତ ସୁଧାରିବା ପାଇଁ ସରକାର ବିକଳ୍ପ ବ୍ୟବସ୍ଥା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବିଧାନସଭାରେ ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରରେ ଅପରାଧୀଙ୍କୁ ମିଳିଥିବା ଲାଇସେନ୍ସ ବାତିଲ ହୋଇସାରିଛି ।
ଅଧିକ ପଢନ୍ତୁ : କାହିଁକି ବିଧାନସଭାକୁ ଆସୁନାହାନ୍ତି ନବୀନ ?
ନୂଆ ଲାଇସେନ୍ସ ମିଳିବାର ସୁଯୋଗ ବି ନାହିଁ । ରାଜ୍ୟ ସରକାର ମହିଳା ହିଂସା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ଏଥିରେ ଅବହେଳା ହେଲେ ସରକାର କ୍ଷମା ଦେବେନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: