ମାତ୍ର ୨୮ ଦିନରେ ସଜା
·2 years ago

ଭୁବନେଶ୍ୱର: ଲିଙ୍ଗରାଜ ପୀଠରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ସଜା । ମାତ୍ର ୨୮ ଦିନରେ ଦୋଷୀ କୁଣ୍ଡୁ ମହାପାତ୍ରକୁ ସଜା ଦେଲେ କୋର୍ଟ । କୁଣ୍ଡୁକୁ ୧୮ ମାସ ଜେଲ୍ ଦଣ୍ଡାଦେଶ ଦେଲେ JMFC କୋର୍ଟ । ଗୋଚ୍ଛାପଡ଼ା ଥାନା କାଲିବିହାରୀଗାଟାର ଦମ୍ପତିଙ୍କୁ ହତ୍ୟା ହୋଇଥିଲା । ଗତ ୯ରେ ହତ୍ୟା ପରେ ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଥିଲା । ଅଭିଯୋଗର ମାତ୍ର ୪ ଦିନ ଭିତରେ ଦାଖଲ ହୋଇଥିଲା ଚାର୍ଜସିଟ୍ । ଫେବ୍ରୁଆରୀ ୧୯ରେ ଦର୍ଶନ ବାହାନାରେ ଅସଦାଚରଣ ହୋଇଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: