Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ରାହ୍ମଣବିଲ୍ ବରାଳ ବାରୁଙ୍କେଶ୍ବର ମନ୍ଦିର ଦାନହୁଣ୍ଡିରୁ ଚୋରି

Arpita Mohanty
Browse all articles by Arpita Mohanty
·2 years ago
ବ୍ରାହ୍ମଣବିଲ୍ ବରାଳ ବାରୁଙ୍କେଶ୍ବର ମନ୍ଦିର ଦାନହୁଣ୍ଡିରୁ ଚୋରି

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ୍ ଗ୍ରାମରେ ଥିବା ବରାଳବାଲୁଙ୍କେଶ୍ବର ମନ୍ଦିର ହୁଣ୍ଡି ଭାଙ୍ଗି ଭକ୍ତଙ୍କ ଦାନଟଙ୍କା ଦୃବୁତ୍ତ ଲୁଟିନେଇଛନ୍ତି। ଗତରାତିରେ କୌଣସି ଦୃବୁତ୍ତ ନିର୍ଜନ ଶୀତ ରାତି ସୁଯୋଗରେ ଗାଁ ମଝିରେ ଥିବା ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଓ ମନ୍ଦିର ଭିତରେ ଥିବା ଠାକୁରଙ୍କ ମୂଲ୍ୟ ସାମଗ୍ରୀ ଚୋରୀ କରି ନେଇଛନ୍ତି।

ଆଜି ସକାଳେ ଗ୍ରାମବାସୀ ହୁଣ୍ଡି ଭଙ୍ଗା ହୋଇଥିବାର ଦେଖିବାକୁ ପାଇଥିଲେ। ୩ବର୍ଷ ହେବ ହୁଣ୍ଡିରେ ଭକ୍ତଙ୍କ ଦାନ ଟଙ୍କା ରହି ଥିବା ସୂଚନା ରହିଛି। ଏନେଇ ବ୍ରାହ୍ମଣବିଲ୍ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Danhundi | Argus News