Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀ ଭୁବନେଶ୍ବରକୁ ଛୁଇଁଲା ମୌସୁମୀ

Manini Pattanayak
Browse all articles by Manini Pattanayak
·2 years ago
ରାଜଧାନୀ ଭୁବନେଶ୍ବରକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ବରକୁ ଛୁଇଁଲା ମୌସୁମୀ। ଭୁବନେଶ୍ୱର ସମେତ ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ। ସ୍ବାଭାବିକ ସମୟରେ ଦିନକ ପରେ ସବୁ ଜିଲ୍ଲା ଛୁଇଁଲା। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି।

୨୬ ରୁ ବଢିବ ବର୍ଷାର ପରିମାଣ। ପ୍ରବଳ ବର୍ଷା ନେଇ ୯ ଜିଲ୍ଲା କୁ ୟେଲୋ ଆଲର୍ଟ ଜାରି। ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବର୍ଷା ଯୋଗୁ କିଛି ମାତ୍ରାରେ  ଗରମ କମିଛି ତଥାପି ଗୁଳୁଗୁଳି କମିନି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Monsoon hit the capital Bhubaneswar, Yellow alert has been issued in 9 districts due to heavy rain. | Argus News