Videos
|
Odisha

 ୫ ଦିନରେ କେରଳ ଛୁଇଁବ ମୌସୁମୀ

Manini Pattanayak
Browse all articles by Manini Pattanayak
·2 years ago
 ୫ ଦିନରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର: ୫ ଦିନରେ କେରଳ ଛୁଇଁବ ମୌସୁମୀ। କେରଳ ଛୁଇଁବ  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।  ମୌସୂମୀ ଆସିବା ପାଇଁ ପାଗ ଅନୁକୂଳ ଥିବା  କହିଛି ପାଣିପାଗ ବିଭାଗ ।    
ସେହିପରି ରାଜ୍ୟରେ  ଆସନ୍ତାକାଲିଠୁ  ବଢିବ  ଦିନ ତାପମାତ୍ରା।

 ୨ରୁ ୩ ଡିଗ୍ରୀଂ ପର୍ଯ୍ୟନ୍ତ ପାରଦ  ବଢିବା ସମ୍ଭାବନ ରହିଛି। ଆଗାମୀ  ୫ ଦିନ  ଯାଏଁ  ହିଟ୍‌ଓ୍ୱେଭ୍‌  ସ୍ଥିତି ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ।  ତେବେ କିଛି ସ୍ଥାନରେ କାଳବୈଶାଖୀ  ଜନିତ ବର୍ଷା ଆଶଙ୍କା ରହିଛି  ବୋଲି ଆଞ୍ଚଳିକ ପାଣିପାଗ  କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା।  ତେବେ ଆଜି  ପାଗ କୋହଲା ରହିବା ସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି। ରାଜଧାନୀ ଭୁବନେଶ୍ୱରରେ  ମଧ୍ୟ ଗୁଳୁଗୁଳି  ଜନିତ ସମସ୍ୟା ଭୋଗୁଛନ୍ତି ଲୋକେ।  

ଅଧିକ ପଢନ୍ତୁ ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Monsoon will touch Kerala in 5 days. | Argus News