Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସିଲା ସୁଭଦ୍ରା ଟଙ୍କା ଏଯାଏଁ ପଞ୍ଜିକରଣ କରିସାରିଲେଣି ୧କୋଟିରୁ ଅଧିକ

Rashmita Mishra
Browse all articles by Rashmita Mishra
·1 year ago
ଆସିଲା ସୁଭଦ୍ରା ଟଙ୍କା ଏଯାଏଁ ପଞ୍ଜିକରଣ କରିସାରିଲେଣି ୧କୋଟିରୁ ଅଧିକ

ଅଗର୍ସ ବ୍ୟୁରୋ: ଆସିଲା ସୁଭଦ୍ରା ଟଙ୍କା । ମା ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରୁ ରାଜ୍ୟର ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ମହିଳାଙ୍କୁ ମିଳିଥିଲା ସୁଭଦ୍ରା ସହାୟତା । ରାଜ୍ୟର ସବୁଠାରୁ ବଡ ଯୋଜନାରେ ଏଯାଏଁ ପଞ୍ଜିକରଣ କରିସାରିଲେଣି ୧କୋଟିରୁ ଅଧିକ ମହିଳା

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
More than 1 crore has been registered so far | Argus News