Videos
|
Odisha

ଟ୍ରି ମ୍ୟାନ, ୧୩ ବର୍ଷରେ ଲଗାଇଲେଣି ୧୨ ହଜାରରୁ ଅଧିକ ଗଛ

Banajyotshna Ray
Browse all articles by Banajyotshna Ray
·2 years ago
ଟ୍ରି ମ୍ୟାନ, ୧୩ ବର୍ଷରେ ଲଗାଇଲେଣି ୧୨ ହଜାରରୁ ଅଧିକ ଗଛ

ଅର୍ଗସ ବ୍ୟୁରୋ: ରାଜଧାନୀରେ ଟ୍ରି ମ୍ୟାନ ।  ଗଛ ତାଙ୍କ ଜୀବନ । 13 ବର୍ଷରେ ଲଗାଇଲେଣି 12 ହଜାରରୁ ଅଧିକ ଗଛ । ସାଉଣ୍ଟୁଛନ୍ତି ସବୁଠୁ ପ୍ରଶଂସା । ଗଛ ଲଗାଇବା ସହ ବିଭିନ୍ନ ଗଛର ଉପକାରିତା ସମ୍ପର୍କରେ ବୁଝାଇ ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଉଛନ୍ତି କୋରାପୁଟର ଟ୍ରି ମ୍ୟାନ  ରବୀନ୍ଦ୍ର ରଣା  । ଦିନକୁ ଦିନ ଅଧିକ ମାତ୍ରାରେ ଲୋକେ ଗଛ କାଟିବାରେ ବ୍ୟସ୍ତ। ଗଛ କାଟି କିଏ ଘର କରୁଛି ତ ଆଉ କିଏ ବିଲ୍ଡିଂ ବନାଇଦେଉଛନ୍ତି। ଏଭଳି ପରିସ୍ଥିତିରେ ରବୀନ୍ଦ୍ର ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଉଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
More than 12 thousand trees have been planted in 13 years | Argus News