Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଠ ପଢା ବେଳେ ଅସୁସ୍ଥ ହେଲେ 25ରୁ ଉର୍ଦ୍ଧ ଛାତ୍ରଛାତ୍ରୀ 

Manini Pattanayak
Browse all articles by Manini Pattanayak
·1 year ago
ପାଠ ପଢା ବେଳେ ଅସୁସ୍ଥ ହେଲେ 25ରୁ ଉର୍ଦ୍ଧ ଛାତ୍ରଛାତ୍ରୀ 

କେନ୍ଦ୍ରାପଡା:  ସ୍କୁଲରେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ। ପାଠ ପଢା ବେଳେ ଅସୁସ୍ଥ ହେଲେ 25 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ମେଣ୍ଢପୁର ପଞ୍ଚାୟତ ହାଇସ୍କୁଲ ଓ ହସିମୁଦୀନ ସ୍କୁଲର ଘଟଣା ।

ପରେ ପ୍ରଥମ ପିରିୟଡ଼ ଚାଲିଥିବା ବେଳେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ । ପରେ ପ୍ରାୟ 25ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ଅସୁସ୍ଥ ହୋଇପଡିଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରାଯାଇଛି। 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
More than 25 students fell ill while studying | Argus News