Videos
|
Odisha

ପାଠ ପଢା ବେଳେ ଅସୁସ୍ଥ ହେଲେ 25 ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

Smruti Parija
Browse all articles by Smruti Parija
·1 year ago
ପାଠ ପଢା ବେଳେ ଅସୁସ୍ଥ ହେଲେ 25 ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

କେନ୍ଦ୍ରାପଡା: ସ୍କୁଲରେ ୨୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ । ପାଠ ପଢା ବେଳେ ଅସୁସ୍ଥ ହେଲେ 25 ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ମେଣ୍ଢପୁର ପଞ୍ଚାୟତ ହାଇସ୍କୁଲ ଓ ହସିମୁଦୀନ ସ୍କୁଲରେ ଘଟିଛି ଏହି ଅଘଟଣ । ପ୍ରଥମ ପିରିୟଡ଼ ଚାଲିଥିବାବେଳେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ । ପରେ ପ୍ରାୟ 25 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ଅସୁସ୍ଥ ହୋଇପଡିଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରାଯାଇଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
more-than-25-students-fell-sick-during-class-at-kendrapada-hasimudin-school | Argus News