|
logo
Live

Argus News - ୨୫ ଟନରୁ ଉର୍ଦ୍ଧ ଗୋମାଂସ ଓ ଗୋଚମଡା ଜବତ, ପୋଲିସର ତଦନ୍ତ ଜାରି

Odisha

୨୫ ଟନରୁ ଉର୍ଦ୍ଧ ଗୋମାଂସ ଓ ଗୋଚମଡା ଜବତ, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·2 years ago
୨୫ ଟନରୁ ଉର୍ଦ୍ଧ ଗୋମାଂସ ଓ ଗୋଚମଡା ଜବତ, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ:  ପୁଣି ଗୋ ମାଂସ ଓ ଗୋଚମଡା ବୋଝେଇ ଟ୍ରକ ଅଟକ । କଟକ ଜିଲ୍ଲା 16 ନଂ ଜାତୀୟ ରାଜପଥ ବନ୍ଦ।ଳ ଟୋଲଗେଟ ନିକଟରୁ 25 ଟନ ରୁ ଉର୍ଦ୍ଧ ଗୋ ମାଂସ ଓ ଗୋଚମଡା ବୋଝେଇ ଟ୍ରକ ଅଟକାଇଲେ ବଜରଙ୍ଗଦଳ କର୍ମୀ। ଘଟଣା ସ୍ଥଳରେ ଟାଙ୍ଗି ପୋଲିସ ପହଂଚି ଗାଡିକୁ ଜବତ କରି ତଦନ୍ତ ଚଳାଇଛି.। ତେବେ ଗାଡି ଚାଳକ ଓ ବ୍ୟବସାୟୀ ଫେରାର ଥିବା ପୋଲିସ କହିଛି। ଏକ ବିଶେଷ ସୁତ୍ରରୁ ଖବର ପାଇ ଗାଡିଟିର ପିଛା କରି ଟୋଲଗେଟ ନିକଟରେ ଅଟକାଇଥିଲେ ବଜରଙ୍ଗଦଳ କର୍ମୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୨୫ ଟନରୁ ଉର୍ଦ୍ଧ ଗୋମାଂସ ଓ ଗୋଚମଡା ଜବତ, ପୋଲିସର ତଦନ୍ତ ଜାରି | Argus News