Videos
|
Odisha

ଗାଁ ଭୋଜି ଖାଇ 30ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ

Manini Pattanayak
Browse all articles by Manini Pattanayak
·2 years ago
ଗାଁ ଭୋଜି ଖାଇ 30ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ଗାଁରେ ଭୋଜି ଖାଇ 30ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ।  ବିଲିକଣା ଗାଁର ଶ୍ରୀଧର ବେହେରାଙ୍କର ପୋଥି ବଢିଥିବା ବେଳେ ପରିବାର ପକ୍ଷରୁ ଭୋଜି ଆୟୋଜନ କରାଯାଇଥିଲା। ବଳକା ଖାଦ୍ୟକୁ ରାତିରେ ଖିଆ ଯାଇଥିବା ଯୋଗୁଁ ଗାଁର 30ରୁ ଉର୍ଦ୍ଧ ଲୋକେ ଡ଼ାଇରିଆରେ ଆକ୍ରାନ୍ତ ହୋଇଛନ୍ତି।

ଆକ୍ରାନ୍ତଙ୍କୁ ବାବର, ରାଜନଗର ଓ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେପଟେ ପଟ୍ଟାମୁଣ୍ଡାଇ ମେଡିକାଲରୁ ସ୍ୱାସ୍ଥ୍ୟ ଟିମ ବିଲିକଣାରେ ପହଂଚି ପ୍ରାଥମିକ ଚିକିତ୍ସା ଜାରି ରଖିଛନ୍ତି।  
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
More than 30 people are sick after eating the village feast | Argus News