Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁର  ୩୦ରୁ ଅଧିକ ଲୋକ  ଝାଡାବାନ୍ତିରେ ଆକ୍ରାନ୍ତ 

Manini Pattanayak
Browse all articles by Manini Pattanayak
·1 year ago
ଗାଁର  ୩୦ରୁ ଅଧିକ ଲୋକ  ଝାଡାବାନ୍ତିରେ ଆକ୍ରାନ୍ତ 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗାଁରେ ଡ଼ାଇରିଆ ଆତଙ୍କ ।  ଗାଁର ପ୍ରାୟ ୩୦ରୁ ଅଧିକ ଲୋକ  ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ କୁନ୍ତଳା ରଣା।  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯାଉଛି। ମୁଖ୍ୟତଃ ନଦୀ ପାଣି ପାଇଁ ଏଭଳି ହୋଇଥିବା ସନ୍ଦେହ କରିଛନ୍ତି  ଗ୍ରାମବାସୀ  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored