ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସ୍କୁଲ ସମୟ
·2 years ago

ଅର୍ଗସ ବ୍ୟୁରୋ: ଏପ୍ରିଲ 2ରୁ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସ୍କୁଲ ସମୟ। ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏ ସକାଳୁଆ ସ୍କୁଲ । ସକାଳ ୭ରୁ ୧୧ଟା ୩୦ ଯାଏ ଚାଲିବ ପାଠପଢ଼ା। ସବୁ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଲାଗୁ ହେବ ନିୟମ । ସ୍କୁଲରେ ପାଣି ସହ ORS ରଖିବାକୁ ନିର୍ଦ୍ଦେଶ । ସ୍ଥିତିକୁ ଦେଖି ସ୍କୁଲ ସମୟ ବଦଳାଇ ପାରିବେ ଜିଲ୍ଲାପାଳ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦେଖି ସରକାରଙ୍କ ନିଷ୍ପତ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: