Videos
|
Odisha

ଝିଅ ଆଗରେ ନଦୀକୁ ଡେଇଁଲେ ମା-ପୁଅ

Manini Pattanayak
Browse all articles by Manini Pattanayak
·1 year ago
ଝିଅ ଆଗରେ ନଦୀକୁ ଡେଇଁଲେ ମା-ପୁଅ

କଟକ: ନଦୀକୁ ଡେଇଁଲେ ମା-ପୁଅ। ନାବାଳକ ପୁଅ ମୃତ, ମାଆକୁ ଖୋଜାଖୋଜି ଜାରି। ଘଟଣା ଘଟିଛି କଟକ ଜିଲ୍ଲା ନେମାଳରେ। ଦୁଇ ପୁଅ ଝିଅ ନାବାଳକ ପିଲାଙ୍କୁ ଧରି ମାଆ ସୁହାନ ପରବିନ ହଠାତ ନେମାଳ ପାଖ ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଥିଲେ।

ପ୍ରଥମେ ପୁଅକୁ ନଦୀକୁ ଫିଙ୍ଗିବା ପରେ ସେ ନିଜେ ନଦୀକୁ ଡେଇଁ ପଡିଥିବା ନାବାଳିକା ଝିଅ କହିଛି। ମୃତ ନାବାଳକର ନାଁ 10 ବର୍ଷର ସେକ ତାୟର ଉଦ୍ଦିନ। ତେବେ  ଗ୍ରୁପ ଲୋନ କରିବା ହେତୁ ସେ ଚିନ୍ତିତ ଥିଲେ ସେଥିପାଇଁ ଡେଇଁ ପଡିଥିବା ନାବାଳିକା ଝିଅ ଓ ସମର୍କୀୟ କହିଞ୍ଚନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mother and son jumped into the river before the girl | Argus News