Videos
|
Odisha

Murder / ୬ ମାସ ପୁଅର ତଣ୍ଟି କାଟିଲା ମାଆ

Swayangprajna Mishra
Browse all articles by Swayangprajna Mishra
·2 years ago
୬ ମାସ ପୁଅର ତଣ୍ଟି କାଟିଲା ମାଆ

ବଲାଙ୍ଗିର : ପୁଇତଲା ଥାନା ଅର୍ନ୍ତଗତ ଖଲିଆପାଲିରେ ଅଘଟଣ। ୬ ମାସ ପୁଅର ତଣ୍ଟି କାଟିଲା ମାଆ। ବଲାଙ୍ଗିର ଡାକ୍ତରଖାନାରେ ମୃତ ଘୋଷଣାକଲେ ଡାକ୍ତର। ଅଭିଯୁକ୍ତ ମାଆ ହେଲା ମିନା ନାଗ୍। ପୁଅର ତଣ୍ଟି କାଟିଛି ଶିଶୁର ମାଆ। ହେଲେ କାହିଁକି ପୁଅର ତଣ୍ଟି କାଟିଲା ମାଆ। ଶିଶୁର ମାଆ ମାନସିକ ରୋଗୀ ବୋଲି ପରିବାର ଲୋକେ କହୁଛନ୍ତି।

 

ଅଧିକ ପଢନ୍ତୁ : ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା ଜଘନ୍ୟ ସ୍ୱାମୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Murder | mother murder her 6 month old baby | Argus News