Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବଶୀଘ୍ର ରାଜଧାନୀରେ ଦୂର ହେବ ମୁକୁଳା ଡ୍ରେନ ସମସ୍ୟା

Rashmita Mishra
Browse all articles by Rashmita Mishra
·1 year ago
ଖୁବଶୀଘ୍ର ରାଜଧାନୀରେ ଦୂର ହେବ ମୁକୁଳା ଡ୍ରେନ ସମସ୍ୟା

ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ରାଜଧାନୀରେ ଦୂର ହେବ ମୁକୁଳା ଡ୍ରେନ ସମସ୍ୟା । ଡିସେମ୍ବର ମାସ ଭିତରେ ସ ବୁ ମୁକୁଳା ଡ୍ରେନରେ ସ୍ଲାବ ପଡ଼ିବାକୁ ନିର୍ଦ୍ଦେଶ ରହିଛି । ନୂଆ ସରକାର ଆସିବା ପରେ ଏହି ସମସ୍ୟାକୁ ଗୁରୁତର ଭାବେ ନିଆଯାଇଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ବଜେଟରେ  ୨୦୦ କୋଟି ଟଙ୍କା ଆଗତ ହୋଇଛି । ସବୁ ମୁକୁଳା ଡ୍ରେନ କଭର ହେବାକୁ ନିର୍ଦ୍ଦେଶ ହୋଇଛି। ଏନ୍ ଜିଟି ଗାଇଡ ଲାଇନ୍ ଅନୁସାରେ ସବୁ ମୁଖ୍ୟ ଡ୍ରେନକୁ କଭର କରି ହେବନି ।  ତେଣୁ ଏହା ଚାରିପଟେ ବ୍ୟାରିକେଟିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି ।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mukula drain problem will be solved in the capital very soon | Argus News