Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘୁଘୁନି ଖାଇବାକୁ ନେଇ ପାଟିତୁଣ୍ଡ, ପରେ ମର୍ଡର

Odisha

ଘୁଘୁନି ଖାଇବାକୁ ନେଇ ପାଟିତୁଣ୍ଡ, ପରେ ମର୍ଡର

Banajyotshna Ray
Browse all articles by Banajyotshna Ray
·2 years ago
ଘୁଘୁନି ଖାଇବାକୁ ନେଇ ପାଟିତୁଣ୍ଡ, ପରେ ମର୍ଡର

ଅର୍ଗସ ବ୍ୟୁରୋ: ଘୁଘୁନି ପାଇଁ ବୀଭତ୍ସ ହତ୍ୟା । ପୋଲିସ କବ୍‌ଜାରେ ଚନ୍ଦକା ଥାନା ଗୋଠପାଟଣା ମର୍ଡର ଅଭିଯୁକ୍ତ । ସିନ୍ ରିକ୍ରିଏସନ କଲା ଅଭିଯୁକ୍ତ । ଘୁଘୁନି ଖାଇବାକୁ ଦେବାରୁ ପାଟିତୁଣ୍ଡରୁ ହୋଇଥିଲା ମର୍ଡର । ଘଙ୍ଗାପାଟଣା ଅଞ୍ଚଳର ଜଣେ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ଅଭିଯୁକ୍ତର ନାଁ ମିଥୁନ ଜେନା, ଘର ଘଙ୍ଗାପାଟଣା । ଗତ ୮ ତାରିଖରେ ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ୩୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ସନ୍ଦେହରେ ପଚରାଉଚରା କରାଯାଇଥିଲା । ସ୍ବାମୀ ବିଶ୍ବନାଥଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଥିଲା ପୋଲିସ । ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ଅଭିଯୁକ୍ତ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
murder in bhubaneswar and one dead | Argus News