Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ

Odisha

ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ

Banajyotshna Ray
Browse all articles by Banajyotshna Ray
·1 year ago
ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ

ଅର୍ଗସ ବ୍ୟୁରୋ:  ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ । ସୁନ୍ଦରଗଡ଼ ସଦର ଥାନା କରମଡିହିର ସାତପଡ଼ାରେ ଘଟିଛି ବିଭିତ୍ସ ହତ୍ୟା କାଣ୍ଡ ।  ଦୃର୍ବୁତ୍ତଙ୍କ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମାନଙ୍କୁ ଭର୍ତ୍ତି କରାଯାଇଛି । ଘଟଣା ଘଟେଇବା ପରେ ଜଣେ ମହିଳା ଓ ୫ ଶିଶୁକୁ ନେଇ ଫେରାର୍ ମାରିଛନ୍ତି ଦୃର୍ବୁତ୍ତ । ମହାରାଷ୍ଟ୍ର ଅଞ୍ଚଳର ଯାଯାବର ଗୋଷ୍ଠୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ଦୃର୍ବୁତ୍ତ । ଛୁରୀ ଓ ଭୁଜାଲିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ ପହଞ୍ଚିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
murder in sundargarh | Argus News