Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ୱାମୀ - ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·1 year ago
ସ୍ୱାମୀ - ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ:  ସମ୍ବଲପୁର ରେଢ଼ାଖୋଲ ଥାନା ଘୁଷୁରାମାଲ ପଞ୍ଚାୟତ ପାଣ୍ଡ୍ରିଶିଲା ଗାଁରେ ଡବଲ ମର୍ଡର । ସ୍ବାମୀ ଓ ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ । ରାତିରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ । ସ୍ବାମୀ ଆଭ୍ରାମ କୁଜୁର ଓ ସ୍ତ୍ରୀ କୁଆଁରୀ କୁଜୁର । ଘଟଣାସ୍ଥଳରେ ରେଢ଼ାଖୋଲ ପୋଲିସ ପହଂଚି ତଦନ୍ତ କରୁଛି । ତେବେ କିଏ ଓ କାହିଁକି ହତ୍ୟା କଲା ସେନେଇ ଅସ୍ପଷ୍ଟ ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
murder of husband and wife, Police investigation continues | Argus News