Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଲୁକା କଳାରେ MY VOTE MY DUTY ର ଆହ୍ଵାନ

Odisha

ବାଲୁକା କଳାରେ MY VOTE MY DUTY ର ଆହ୍ଵାନ

Banajyotshna Ray
Browse all articles by Banajyotshna Ray
·2 years ago
ବାଲୁକା କଳାରେ MY VOTE MY DUTY ର ଆହ୍ଵାନ

ଅର୍ଗସ ବ୍ୟୁରୋ:  ବାଲୁକା କଳାରେ MY VOTE MY DUTY ର ଆହ୍ଵାନ । ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହେବାକୁ ବାଲୁକା ଚିତ୍ର ମାଧ୍ୟମରେ ଆହ୍ବାନ ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଯାଉଛି।ଗଣତନ୍ତ୍ର ର ଏହି ମହାପର୍ବ ରେ ସାମିଲ୍ ହୋଇ ସମସ୍ତେ ଦେଶକୁ ମଜବୁତ୍ କରିବାରେ ନିଜର ହାତ ବଢାନ୍ତୁ ବୋଲି କହିଛନ୍ତି ସୁଦର୍ଶନ।

ଏହି ବାଲୁକାକଳା ଟି କୁ କରିବା ପାଇଁ ସୁଦର୍ଶନଙ୍କୁ ୪ ଘଣ୍ଟା ସମୟ ଲାଗିଥିବା ବେଳେ ୬ ଟନ୍ ର ବାଲି ବ୍ୟବହାର କରିଥିଲେ ସୁଦର୍ଶନ । ଏହି ବାଲୁକା କଳାରେ ସୁଦର୍ଶନ ଭୋଟ ଫର୍ ସିଓର୍ ହାସ ଟ୍ୟାଗ୍ ବ୍ୟବହାର କରିବା ସହ ଚୁନାବ କା ପର୍ବ ଦେଶ କା ଗର୍ବ ର ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
MY VOTE MY DUTY in sand art by sudarsan pattnaik | Argus News