Videos
|
Odisha

କଲେଜ କ୍ୟାମ୍ପସ ସଭାରେ ଉଲଗ୍ନ ନୃତ୍ୟ ପରିବେଷଣ, ସୀମା ଟପିଲା ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ

Banajyotshna Ray
Browse all articles by Banajyotshna Ray
·2 years ago
କଲେଜ କ୍ୟାମ୍ପସ ସଭାରେ ଉଲଗ୍ନ ନୃତ୍ୟ ପରିବେଷଣ, ସୀମା ଟପିଲା ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ:  ସବୁ ସୀମା ଟପିଲା ନୂଆ ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଉଦଯାପନୀ ସଭାରେ ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଯୁବତୀ । କଲେଜ କ୍ୟାମ୍ପସ ସଭାରେ ଉଲଗ୍ନ ନୃତ୍ୟ ହେଲା ପରିବେଷଣ । ବ୍ରହ୍ମଗିରିର ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ଅଶ୍ଲୀଳ ନୃତ୍ୟ ପରିବେଷଣକୁ କିଏ ଦେଇଥିଲା ଅନୁମତି ଉଠିଲା ପ୍ରଶ୍ନ? । ବିଦ୍ୟା ମନ୍ଦିରକୁ କଳଙ୍କିତ କରିବାକୁ ରାଜ୍ୟ ସରକାର କରୁଛନ୍ତି କି ପ୍ରଚେଷ୍ଟା? ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Naked dance performance in college campus | Argus News