Videos
|
Odisha

ଜାତୀୟ ସ୍ତରୀୟ ବିଉଟି ଏକ୍ସପୋ ପ୍ରତିଯୋଗିତା, ଓଡ଼ିଶାରୁ ୩୦ ପ୍ରତିଯୋଗୀ ମନୋନୀତ

Banajyotshna Ray
Browse all articles by Banajyotshna Ray
·2 years ago
ଜାତୀୟ ସ୍ତରୀୟ ବିଉଟି ଏକ୍ସପୋ ପ୍ରତିଯୋଗିତା, ଓଡ଼ିଶାରୁ ୩୦ ପ୍ରତିଯୋଗୀ ମନୋନୀତ

ଅର୍ଗସ ବ୍ୟୁରୋ:  ଆସନ୍ତା ଜୁନ ମାସ ରେ ଗୋଆରେ  ହେବାକୁ ଯାଉଛି ଜାତୀୟ ସ୍ତରୀୟ ବିଉଟି ଏକ୍ସପୋ ପ୍ରତିଯୋଗିତା। ଏଥିପାଇଁ ଓଡ଼ିଶାରୁ 30 ଜଣ ପ୍ରତିଯୋଗୀ ଭାଗ ନେବା ପାଇଁ ଚୟନ ହୋଇଛନ୍ତି। ମିଶ, ମିଶେଷ ଏବଂ ପୁରୁଷ ବର୍ଗ ରେ ପ୍ରତିଯୋଗୀତା ହେବ। ବିଶ୍ୱ ସାମାଜିକ ସଂଗଠନ ପକ୍ଷରୁ ମିଶ୍ ଓଡ଼ିଶା ଓ ଓଡ଼ିଶା ବିଉଟି ଏକ୍ସପୋ ପ୍ରିତିଯୋଗୀତ  ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀରେ 30 ଜଣ କଣ୍ଟେନଷ୍ଟେଣ୍ଟ ଚୟନ ହଇଛନ୍ତି । ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ବୋଲି ସୂଚନା ଦେଇଛନ୍ତି ସଂଗଠନ ର ସଦସ୍ୟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
National level beauty expo competition, 30 contestants selected from Odisha | Argus News