Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା' ଚର୍ଚ୍ଚିକାଙ୍କ ପୀଠରେ ଧୂମଧାମରେ ପାଳିତ ହେଉଛି ନବରାତ୍ର ପୂଜା

Smruti Parija
Browse all articles by Smruti Parija
·1 year ago
ମା' ଚର୍ଚ୍ଚିକାଙ୍କ ପୀଠରେ ଧୂମଧାମରେ ପାଳିତ ହେଉଛି ନବରାତ୍ର ପୂଜା

କଟକ: ମା' ଚର୍ଚ୍ଚିକାଙ୍କ ପୀଠରେ ନବରାତ୍ର ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକାଙ୍କ ପୀଠରେ ଧୂମଧାମରେ ପାଳିତ ହେଉଛି ମା'ଙ୍କ ନବରାତ୍ର ପୂଜା । ମା'ଙ୍କୁ ଦର୍ଶନ କରିବା ପାଇଁ ଓଡିଶାର କୋଣ ଅଣକୋଣରୁ ଛୁଟିଛି ଭକ୍ତଙ୍କ ଭିଡ଼ । 14 ଦିନରେ ପହଞ୍ଚିଛି ମା'ଙ୍କ ନବରାତ୍ର ପୂଜା । ସ୍ବତନ୍ତ୍ର ନୀତିକାନ୍ତିରେ ଚାଲିଛି ମା'ଙ୍କ ପୂଜାଅର୍ଚ୍ଚନା । ମହାନଦୀରୁ ସେବାୟତଙ୍କ ଦ୍ବାରା 108 ଶୋଭଷିତ ଜଳରେ ମା'ଙ୍କୁ ସ୍ନାନ କରାଯାଇଥାଏ । କୁହାଯାଏ ଏହି ସମୟରେ ମା'ଙ୍କୁ ଦର୍ଶନ କରିଲେ କୋଟି ଜନ୍ମର ପୁଣ୍ୟ ମିଳେ ଏବଂ ମାନସିକ ପୂରଣ ହୋଇଥାଏ ।
 

ଆହୁରି ପଢନ୍ତୁ ଓଡିଶା ଖବର..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Navaratra-puja-performing-at-maa-charchika-cuttack | Argus News