Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଥମ ଥର ବିରୋଧୀ ଦଳ ନେତା ହେଲେ ନବୀନ

Banajyotshna Ray
Browse all articles by Banajyotshna Ray
·2 years ago
ପ୍ରଥମ ଥର ବିରୋଧୀ ଦଳ ନେତା ହେଲେ ନବୀନ

ଅର୍ଗସ ବ୍ୟୁରୋ:  ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା। ପ୍ରତାପ ଦେବ ହେଲେ ବିରୋଧୀ ଉପମୁଖ୍ୟ ସଚେତକ। ବିଜେଡି ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତ୍ତି। ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ । ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିରୋଧୀ ଦଳ ଉପନେତା। ୫ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen is the leader of the opposition party | Argus News