Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଣ୍ଟାବାଞ୍ଜିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଛୁଆ

Smruti Parija
Browse all articles by Smruti Parija
·2 years ago
କଣ୍ଟାବାଞ୍ଜିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଛୁଆ

ଅର୍ଗସ ବ୍ୟୁରୋ: ବିଜେଡି ଶିବିରରେ ଛନକା । କଣ୍ଟାବାଞ୍ଜିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଛୁଆ । ଏହି ଆସନରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଲକ୍ଷ୍ମଣ ବାଗ । 

ସେହିପରି ବିଜେଡିର ଏହି ବଡ ନେତା ପଛରେ ଅଛନ୍ତି । ଏକାମ୍ରରୁ ଅଶୋକ ପଣ୍ଡା ପଛୁଆ । ଟିଟିଲାଗଡରୁ ଟୁକୁନି ସାହୁ ପଛୁଆ । ରାଉରକେଲା ସାରଦା ନାୟକ ପଛୁଆ । କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ । ଭଣ୍ଡାରିପୋଖରୀ ସଞ୍ଜୀବ ମଲ୍ଲିକ ପଛୁଆ । 

Result Update ; ଚାଲିଛି ଭୋଟ୍ ଗଣତି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen Patnaik-trails-in-kantabanji-constituency | Argus News