Videos
|
Odisha

  ମା ଚର୍ଚ୍ଚିକାଙ୍କ ପୀଠରେ ନବରାତ୍ର ପୂଜା

Manini Pattanayak
Browse all articles by Manini Pattanayak
·2 years ago
  ମା ଚର୍ଚ୍ଚିକାଙ୍କ ପୀଠରେ ନବରାତ୍ର ପୂଜା

ବାଙ୍କୀ:  ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି ମା ଙ୍କ ନବରାତ୍ର ପୂଜା। ମା ଙ୍କୁ ଦର୍ଶନ କରିବା ପାଇଁ ଓଡିଶାର କୋଣ ଅଣକୋଣ ରୁ ଛୁଟିଛି ଭକ୍ତଙ୍କ ଭିଡ଼।

ମା ଙ୍କ ଦୁର୍ଲ୍ଲଭ ଦର୍ଶନ ପାଇଁ ଭାବ ବିଭୋର ହେଉଛନ୍ତି ଶ୍ରଦ୍ଧାଳୁ। ତେବେ ନବରାତ୍ର ପୂଜାକୁ ନେଇ କିଭଳି ରହିଛି ମା ଙ୍କ ପୀଠର ଭକ୍ତିମୟ ପରିବେଶ ପୀଠରୁ ଅଧିକ ସୂଚନା ଦେଉଛନ୍ତି ଆମ ବାଙ୍କୀ ପ୍ରତିନିଧି କାହ୍ନୁ ଚରଣ ବେହେରା। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Navratri Puja at Ma Charchika's pedestal | Argus News Odia