ରେଳଧାରଣା ଉଡାଇଦେଲେ ନକ୍ସଲ
·2 years ago

ଅର୍ଗସ ବ୍ୟୁରୋ : ରାଉରକେଲା ସୀମାନ୍ତ ଝାରଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ବିଳମ୍ବିତ ରାତିରେ ରେଳ ଧାରଣା ଉଡାଇଲେ ନକ୍ସଲ। ମନୋହରପୁର ନିକଟ ବିରୱାରେ ରେଳଧାରଣା ଉଡାଇଲେ ନକ୍ସଲ ।
ଅଧିକ ପଢନ୍ତୁ : ଲାଲବାହିନୀଙ୍କ ଲଙ୍କାକାଣ୍ଡ, ଗୋଟିଏ ଯାତ୍ରୀବାହୀ ବସ ସହ ଟ୍ରଲରକୁ ପୋଡ଼ିଦେଲେ
ରାଉଲକେଲାରେ ଅଟକିଛି ଅନେକ ଟ୍ରେନ ।ମନୋହରପୁର, ଚକ୍ରଧରପୁର, ରାଉରକେଲା ଷ୍ଟେସନ ରେ ଅଟକିଛି 20 ରୁ ଅଧିକ ଟ୍ରେନ୍ ଅଟକିଥିବା ସୂଚନା। ଭାରତ ବନ୍ଦ ଡାକରା ଦେଇଛନ୍ତି ନକ୍ସଲ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

