Videos
|
Odisha

ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

Banajyotshna Ray
Browse all articles by Banajyotshna Ray
·2 years ago
ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଅର୍ଗସ ବ୍ୟୁରୋ: ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଲୋକସେବା ଭବନରେ ପ୍ରଦୀପ ଜେନାଙ୍କଠାରୁ ନେଲେ ଦାୟିତ୍ବ। 1990 ବ୍ୟାଚ ଆଇଏଏସ ଅଧିକାରୀ ମନୋଜ ଆହୁଜା ଗତ 2017ରୁ କେନ୍ଦ୍ରୀୟ ଟେପୁଟେସନରେ ଥିଲେ । ରାଜ୍ୟ ନୂଆ ସରକାର ଆସିବା ପରେ ମନୋଜ ଆହୁଜାଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ମନୋଜଙ୍କୁ ରିଲିଫ କରିଥିଲେ କେନ୍ଦ୍ର ସରକାର । ନୂଆ ଦାୟିତ୍ବ ନେବା ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନୂଆ ମୁଖ୍ୟ ଶାସନ ସଚିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
New Chief Administrative Secretary Manoj Ahuja took charge | Argus News