Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

Ritu Das
Browse all articles by Ritu Das
·2 years ago
ପୁରୀରେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଅର୍ଗସ ବ୍ୟୁରୋ: ପୁରୀରେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।ମହାପ୍ରଭୁଙ୍କ ସାନିଧ୍ୟ ନେବାକୁ ଶ୍ରୀମନ୍ଦିର ଯାଇଛନ୍ତି ଶ୍ରୀଯୁକ୍ତ ଆହୁଜା । ସିଂହଦ୍ୱାର ଠାରେ ମୁଖ୍ୟ ଶାସନ ସଚିବଙ୍କୁ ଜିଲ୍ଲାପାଳ, ଏସପି ସ୍ଵାଗତ କରିଛନ୍ତି। 

ନୂଆ ଦାୟିତ୍ଵ ନେବାପରେ ଏହା ତାଙ୍କର ପ୍ରଥମ ଗସ୍ତ। ଯେହେତୁ ଆଗକୁ ରଥଯାତ୍ରା ରହିଛି , ଶ୍ରୀଯୁକ୍ତ ଆହୁଜାଙ୍କ ପୁରୀ ଗସ୍ତର ବଡ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Chief Secretary | Argus News