Videos
|
Odisha

ଭୁବନେଶ୍ବରରେ ଉଦଘାଟିତ ହେଲା ନୂଆ ଜୁଡିସିଆଲ କମ୍ପ୍ଲେକ୍ସ

Ritu Das
Browse all articles by Ritu Das
·1 year ago
ଭୁବନେଶ୍ବରରେ ଉଦଘାଟିତ ହେଲା ନୂଆ ଜୁଡିସିଆଲ କମ୍ପ୍ଲେକ୍ସ

ଅର୍ଗସ ବ୍ୟୁରୋ: ଭୁବନେଶ୍ବର ଜୁଡିସିଆଲ କମ୍ପ୍ଲେକ୍ସକୁ ଉଦଘାଟିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ହେଉଛି ଭୁବନେଶ୍ୱରରେ ଆଜି ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟିତ ଜୁଡିସିଆଲ୍ କମ୍ପ୍ଲେକ୍ସ। ୧୭୦ କୋଟି ଟଙ୍କାରେ ନିର୍ମିତ ଏହି ଅତ୍ୟାଧୁନିକ କୋର୍ଟ ବିଲ୍ଡିଂରେ ୫୫ଟି କୋର୍ଟରୁମ୍ ସହିତ ଜଜ୍ ମାନଙ୍କ ପାଇଁ ୫୫ଟି ଚାମ୍ବର ରହିଛି। 

ପୁରା କୋଠାଟିରେ ସେଣ୍ଟ୍ରାଲ ଏୟାର କଣ୍ଡିସନର୍ ଲାଗିଛି, ୧ ହଜାର ଗାଡ଼ି ପାର୍କିଂ ପାଇଁ ସ୍ଥାନ, ତା ସହିତ ଲାଇବ୍ରେରି, ବ୍ୟାଙ୍କ୍ ଓ ପୋଷ୍ଟ ଅଫିସ୍ ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
New Judicial | Argus News