BJD Leadership / ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ, ବାଛିବେ ସଂସଦୀୟ ଦଳ ନେତା !
·5 months ago·2 min read

Key Points
ଦିଲ୍ଲୀ ଯିବେ ନବୀନ ପଟ୍ଟନାୟକ
ବାଛିବେ ସଂସଦୀୟ ଦଳ ନେତା !
ସଂସଦୀୟ ଦଳ ନେତା ପଦରୁଇସ୍ତଫା ଦେଇଛନ୍ତି ସସ୍ମିତ ପାତ୍ର

ଭୁବନେଶ୍ବର,୧୦/୪ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଗସ୍ତରେ ଯିବୋ ତାଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ହାର୍ଟ ଅପରେସନ୍ ହୋଇଛି। ତେଣୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ନବୀନ ଦିଲ୍ଲୀ ଯାଉଛନ୍ତି ବୋଲି ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେ କେତେ ଦିନ ଦିଲ୍ଲୀରେ ରହିବେ, ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏହି ଗସ୍ତ ସମୟରେ ନବୀନ ଦଳର ସାଂସଦମାନଙ୍କୁ ଭେଟିବା ସହ ସଂସଦୀୟ ଦଳ ନେତା ବାଛିପାରନ୍ତି ବୋଲି କୁହାଯାଇଛି।
ବିଜେଡି ସଂସଦୀୟ ଦଳରେ ବିବାଦକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସଂସଦୀୟ ଦଳ ନେତା ପଦବୀରୁ ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି | ତାଙ୍କ ଇସ୍ତଫାପତ୍ରକୁ ସଭାପତି ନବୀନ ପଟ୍ଟନାୟକ ଗ୍ରହଣ କରିଛନ୍ତି। କେଉଁ ପରିସ୍ଥିତିରେ ସସ୍ମିତଙ୍କୁ ଇସ୍ତଫା ଦେବାକୁ ପଡ଼ିଲା, ତାହା ରହସ୍ୟଜନକ ହୋଇ ରହିଛି। ପୁଣି ପରବର୍ତ୍ତୀ ନେତା କିଏ ହେବ, ତାହାକୁ ନେଇ ବି ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି। ଏହି ସମୟରେ ନବୀନ ଦିଲ୍ଲୀରେ ସାଂସଦମାନଙ୍କୁ ଭେଟିବା କାର୍ଯ୍ୟକ୍ରମକୁ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି।
ସେପଟେ କିଏ ହେବ ବିଜେଡି ସଂସଦୀୟ ଦଳ ନେତା? ତାକୁ ନେଇ ସସପେନ୍ସ ଆହୁରି ବଢ଼ିଚାଲିଛି। ନୁଆ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ବିଜେଡିର ନୂଆ ସଂସଦୀୟ ଦଳ ନେତା ହେବେ ବୋଲି ଚର୍ଚ୍ଚା ହେଉଛି। ପୁର୍ବରୁ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ ସ୍ମସ୍ମିତ ପାତ୍ର। ଗତକାଳି ବିଜେଡି ସଭାପତି ନବୀନ ପଟ୍ଟନାୟକ ସସ୍ମିତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ତେବେ ସସ୍ମିତଙ୍କ ଇସ୍ତଫା ପରେ ଏବେ ନୂଆ ନେତା କିଏ ହେବ ତାକୁ ନେଇ ଏବେ ଯୋରଦାର ଚର୍ଚ୍ଚା।
ବିଜେଡିକୁ ଚାଲେଞ୍ଜ ଦେବାକୁ ପ୍ରସ୍ତୁତ ହେଲାଣି ମଞ୍ଚ । ଏପ୍ରିଲ ୧୭, ବିଜୁ ତିରୋଧାନ ଦିବସ ଅବସରରେ ଗଠନ ହୋଇପାରେ ନୂଆ ସାମ୍ମୁଖ୍ୟ । ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ଏବଂ ଦିଲ୍ଲୀପ ରାୟଙ୍କ ବିଜୟ ପରେ ବଢିଛି ବିଜୁ ଲିଗାସି ଚର୍ଚ୍ଚା । ବିଜୁଙ୍କ ଅନୁଗତ ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ଅମର ଶତପଥି ଓ ପ୍ରଭାତ ବିଶ୍ୱାଳଙ୍କ ଭଳି ଅନେକ ନେତା ବିଜୁ ଲିଗାସୀ ସାମ୍ମୁଖ୍ୟ ଗଠନରେ ପୁରୋଧା ସାଜିପାରନ୍ତି । ବିଜେଡିଠାରୁ ଦୂରେଇ ଯାଉଥିବା ନେତା ବିଜୁ ଲିଗାସି ସହ ଯୋଡି ହେବା ନେଇ ଅମରଙ୍କ ସୂଚନା ପରେ ତାଙ୍କୁ ସମର୍ଥନ କରିଛନ୍ତି ବିଜେଡିର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ତେବେ ସମ୍ବିତ ପୁଣି ମୂଷା ଉପାଖ୍ୟାନ ଉଠାଇ ଟିକେଟ ବଣ୍ଟନରେ ଅନିୟମିତତା ହୋଇଥିବା କହି ବର୍ଷିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବଳ ଗୋଟାଉଛି ବିଜୁ ଲିଗାସି ସାମୁଖ୍ୟ, ଏପ୍ରିଲ ୧୭ରେ ହେବ ବଡ଼ କାର୍ଯ୍ୟକ୍ରମ
ନିର୍ବାଚନ ପରାଜୟ ପରଠାରୁ ଛିଡ଼ୁଛି ବିଜେଡି । ଦଳରେ ଥିବା ଗୋଷ୍ଠୀ କନ୍ଦଳ ତୀବ୍ର ହେଉଛି । ଦଳ ଛାଡ଼ି ବିଜେପି ମୁଁହା ହେଉଛନ୍ତି ନେତା । ଏଭଳି ସ୍ଥିତିରେ ଏକାଠି ହେବାକୁ ଯାଉଛନ୍ତି ବିଜୁ ଲିଗାସିର ନେତା । ଯେଉଁମାନେ ବିଜେଡି ଗଠନରେ ପ୍ରମୁଖ ଭୂମିକା ନେଇଥିଲେ ସେମାନେ ପୁଣି ବିଜୁଙ୍କ ନାଁରେ ନୂଆ ସାମ୍ମୁଖ୍ୟ ଗଠନ ଚର୍ଚ୍ଚାକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି ।
ସେପଟେ କଡ଼ ଲେଉଟାଉଛି ରାଜ୍ୟ ରାଜନୀତି । ଦୀର୍ଘ ବର୍ଷ ପରେ ଏକାଠି ହେଉଛନ୍ତି ବିଜୁ ଲିଗାସିର ନେତା । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ଏସବୁ ଭିତରେ କିଏ ସାଜିବ ବିକଳ୍ପ । କାହା ନେତୃତ୍ୱରେ ଆଗକୁ ବଢିବ ବିଜୁ ଲିଗାସି ଓ କ'ଣ ହେବ ଏହାର ଭବିଷ୍ୟତ ଆଭିମୁଖ୍ୟ ତା ଉପରେ ରହିଛି ସମସ୍ତଙ୍କ ନଜର ।

Related Topics
Explore more stories