Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ: ମୁଖ୍ୟମନ୍ତ୍ରୀ

Odisha

ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ: ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ: ମୁଖ୍ୟମନ୍ତ୍ରୀ

Key Points

ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି

6 ପ୍ରସ୍ତାବ ଉପରେ ବାଜିଲା ରାଜ୍ୟ କ୍ୟାବିନେଟ୍‌ର ମୋହର । କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସ୍‌ମିଟ୍ । ଆର୍ଥିକ ଓ ସାମାଜିକ ଅନଗ୍ରସରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା । OBCଙ୍କୁ ସଂରକ୍ଷଣ ସୁବିଧା ମିଳିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ଉଚ୍ଚଶିକ୍ଷା ବିଭାଗରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନିଷ୍ପତ୍ତି ହୋଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ 11.25% ସଂରକ୍ଷଣ ଲାଗୁ ହୋଇଛି ।


ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସବୁ ସରକାରୀ ବିଶ୍ଵବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଏହା ଲାଗୁ ହେବ । ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା କ୍ଷେତ୍ରରେ ଏହି ସଂରକ୍ଷଣ ଲାଗୁ ହେବ । ଚଳିତ ଶିକ୍ଷାବର୍ଷରୁ ସରକାରୀ ଅନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । SC/ST ବର୍ଗଙ୍କ ପାଇଁ ଯାହା ସଂରକ୍ଷଣ ଥିଲା ବଳବତ୍ତର ରହିବ । ଉଚ୍ଚ ମାଧ୍ୟମିକ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ମଧ୍ୟ 1.25% ସଂରକ୍ଷଣ । ଓଡ଼ିଆ ଭାଷା ସାହିତ୍ୟ, BPEd, MPEd ପାଇଁ ମଧ୍ୟ ଲାଗୁ ହେବ । ପୂର୍ବପରି SCଙ୍କ ପାଇଁ 16.25%, STଙ୍କ ପାଇଁ 22.5% ରହିବ । ଦିବ୍ୟାଙ୍ଗଙ୍କ ପାଇଁ 5%, ପୂର୍ବତନ ସେନାନୀ ପରିବାର ପାଇଁ 1% ସଂରକ୍ଷଣ ।

Sponsored
new-reservation-system-to-be-implemented-in-educational-institutions-chief-minister-mohan-majhi | Argus News