|
logo
Live

Argus News - ବୋରଓ୍ୱେଲରୁ ଉଦ୍ଧାର କୁନିଝିଅର ଫୁଲୁଛି ପେଟ

Odisha

ବୋରଓ୍ୱେଲରୁ ଉଦ୍ଧାର କୁନିଝିଅର ଫୁଲୁଛି ପେଟ

Manini Pattanayak
Browse all articles by Manini Pattanayak
·2 years ago
ବୋରଓ୍ୱେଲରୁ ଉଦ୍ଧାର କୁନିଝିଅର ଫୁଲୁଛି ପେଟ

ସମ୍ବଲପୁର: ବୋରଓ୍ୱେଲରୁ ଉଦ୍ଧାର କୁନିଝିଅର ଫୁଲୁଛି ପେଟ। ଆଭ୍ୟନ୍ତରଣ  ରକ୍ତଶ୍ରାବ ପାଇଁ ପେଟ ଫୁଲୁଛି ବୋଲି କହିଛନ୍ତି ଡାକ୍ତର।  ଶିଶୁକୁ ଅବଜରଭେସନରେ ରଖିଛି  ଡାକ୍ତରୀ ଟିମ୍‌।

ଅଧିକ ପଢନ୍ତୁ :ବୁର୍ଲା SNCU ବିଭାଗରେ ଚାଲିଛି ନବଜାତକର ଚିକିତ୍ସା

ଅଲଟ୍ରାସାଉଣ୍ଡ ରିପୋର୍ଟରୁ ସୂଚନା। ତେବେ  କଟକ ସ୍ଥନାନ୍ତର ହେବକି ନାହିଁ ଶିଶୁ କନ୍ୟା ତହା ଦୁଇ ଦିନ ପରେ ଜଣାପଡିବ। ଏନେଇ ଭୀମସାର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ସୂଚନା ଦେଇଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବୋରଓ୍ୱେଲରୁ ଉଦ୍ଧାର କୁନିଝିଅର ଫୁଲୁଛି ପେଟ | Argus News