ଓଡ଼ିଶାକୁ ମୋଦି ସରକାରଙ୍କ ୨୧,୬୫୦ କୋଟିର NH ଉପହାର
·1 year ago

ଅର୍ଗସ ବ୍ୟରୋ: ଓଡ଼ିଶାକୁ ମୋଦି ସରକାରଙ୍କ ୨୧,୬୫୦ କୋଟିର NH ଉପହାର ।ମୁଖ୍ୟମନ୍ତ୍ରୀଙ୍କ ସୂଚନା ପରେ ସାରା ରାଜ୍ୟରୁ ଲୋକଙ୍କ ସ୍ବାଗତ୍ ।.୮ଲେନ୍ ବିଶିଷ୍ଟ ବନିବ ଚଣ୍ଡିଖୋଲ ରୁ ବଡବିଲ ଜାତୀୟ ରାଜପଥ। ଭୁବନେଶ୍ବର ରୁ ପୁରୀ ଜାତୀୟ ରାଜପଥ ବି ହେବ ୬ ଲେନ୍ ବିଶିଷ୍ଟ । ପଶ୍ଚିମ ସହ ପୂର୍ବ ଓଡ଼ିଶାକୁ ଯୋଡ଼ିବା ଲାଗି ଅଟଳ ଏକ୍ସପ୍ରେସ୍ ୱେର ପ୍ରସ୍ତାବ ଦିଆଯାଉଛି । ଅଣ୍ଡକୃତିର ଗ୍ରାଣ୍ଡ ରିଙ୍ଗରୋଡ୍ କରିବ ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ ହେବା ନେଉ ସୂଚନା ।ହାଇୱେ ମ୍ୟାନ୍ ନୀତିନ ଗଡକରୀଙ୍କ ଫୋକସରେ ଏବେ ଓଡ଼ିଶା ରହିଛି । ଆଉ ୫୨ ହଜାର କୋଟିର ପ୍ରକଳ୍ପ ଲାଗି କେନ୍ଦ୍ରମନ୍ତ୍ରୀ ଦେଇଛନ୍ତି ଭରସା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: