Videos
|
Odisha

ଲିଙ୍ଗରାଜ ମନ୍ଦିରରେ ଗତକାଲି ଠାରୁ ମହାପ୍ରଭୁଙ୍କର ନୀତିକାନ୍ତି ବନ୍ଦ

Ritu Das
Browse all articles by Ritu Das
·1 year ago
ଲିଙ୍ଗରାଜ ମନ୍ଦିରରେ ଗତକାଲି ଠାରୁ ମହାପ୍ରଭୁଙ୍କର ନୀତିକାନ୍ତି ବନ୍ଦ

ଅର୍ଗସ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ଗତକାଲି ଠାରୁ ମହାପ୍ରଭୁଙ୍କର ନୀତିକାନ୍ତି ବନ୍ଦ ରହିଛି । ବିଧି ଅନୁସାରେ ଗତକାଲି ଲିଙ୍ଗରାଜଙ୍କ ଅଧିବାସ ପୂଜା ଅନୁଷ୍ଠିତ ହେବାପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥାଏ ।

ଗତ ଦୁଇବର୍ଷ ଧରି ଅଧିବାସ ପୂଜା ନ ହୋଇ ମଧ୍ୟ ପ୍ରଶାସନର ହସ୍ତକ୍ଷେପ ଯୋଗୁ ନୀତିକାନ୍ତି ଶୃଙ୍ଖଳିତ ହେଉଥିଲା । ଏ ବର୍ଷ ଅଧିବାସ ପୂଜାକୁ ବଡୁ ସେବକ ମାନେ ବିରୋଧ କରିଥିଲେ । ପ୍ରଶାସନ ଏହାର ସମାଧାନ କରିପାରିଲାନାହିଁ । ଯେଉଁଥିପାଇଁ ଗତକାଲି ମଙ୍ଗଳ ଆଳତୀ ପରଠାରୁ ଲିଙ୍ଗରାଜଙ୍କ ସବୁ ନୀତିକାନ୍ତି ବନ୍ଦ ରହିଛି । କିନ୍ତୁ,ଦର୍ଶନ ଜାରି ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Nitikanti | Argus News